or_tn/jhn/07/50.md

487 B

one of the Pharisees, who came to him earlier

ନୀକଦୀମ କିଏ, ତାହା ଆମ୍ଭମାନଙ୍କୁ ସ୍ମରଣ କରାଇ ଦେବା ନିମନ୍ତେ ଯୋହନ ଏହି ସୂଚନା ଦେଉଛନ୍ତି I ତୁମ ଭାଷାରେ ପୃଷ୍ଠଭୂମିର ସୂଚନା ଦେବା ନିମନ୍ତେ ବିଶେଷ ସଙ୍କେତ ଥାଇ ପାରେ I (ଦେଖ: rc://*/ta/man/translate/writing-background)