or_tn/jhn/07/50.md

4 lines
487 B
Markdown
Raw Permalink Normal View History

2020-11-19 00:15:53 +00:00
# one of the Pharisees, who came to him earlier
ନୀକଦୀମ କିଏ, ତାହା ଆମ୍ଭମାନଙ୍କୁ ସ୍ମରଣ କରାଇ ଦେବା ନିମନ୍ତେ ଯୋହନ ଏହି ସୂଚନା ଦେଉଛନ୍ତି I ତୁମ ଭାଷାରେ ପୃଷ୍ଠଭୂମିର ସୂଚନା ଦେବା ନିମନ୍ତେ ବିଶେଷ ସଙ୍କେତ ଥାଇ ପାରେ I (ଦେଖ: [[rc://*/ta/man/translate/writing-background]])