or_tn/jhn/07/39.md

1.2 KiB

General Information:

ଏହି ପଦରେ ଲେଖକ ଯୀଶୁ କେଉଁ ବିଷୟରେ କହୁଛନ୍ତି, ତାହା ସ୍ପଷ୍ଟ କରିବା ନିମନ୍ତେ ସୂଚନା ଦେଉଛନ୍ତି I (ଦେଖ: rc://*/ta/man/translate/writing-background)

But he said

ଏଠାରେ “ସେ” ଯୀଶୁଙ୍କୁ ବୁଝାଏ I

the Spirit had not yet been given

ଯୋହନ ସୂଚାଉଛନ୍ତି ଯେ ଯେଉଁମାନେ ଯୀଶୁଙ୍କଠାରେ ବିଶ୍ବାସ କରିବେ, ପରେ ଆତ୍ମା ସେମାନଙ୍କ ମଧ୍ୟରେ ବାସ କରିବାକୁ ଆସିବେ I ଅନ୍ୟ ଏକ ଅନୁବାଦରେ: “ବିଶ୍ବାସୀମାନଙ୍କ ମଧ୍ୟରେ ବାସ କରିବାକୁ ଆତ୍ମା ଏପର୍ଯ୍ୟନ୍ତ ଆସି ନଥିଲେ” (ଦେଖ: rc://*/ta/man/translate/figs-explicit)

because Jesus was not yet glorified

ଏଠାରେ “ଗୌରବମୟ” ଶବ୍ଦ ଯୀଶୁଙ୍କ ମୃତ୍ୟୁ ଓ ପୁନରୁତ୍ଥାନ ପରେ ଈଶ୍ବର ପୁତ୍ରଙ୍କୁ ସମ୍ଭ୍ରମ କରିବା ସମୟକୁ ବୁଝାଏ I