or_tn/jhn/07/39.md

16 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏହି ପଦରେ ଲେଖକ ଯୀଶୁ କେଉଁ ବିଷୟରେ କହୁଛନ୍ତି, ତାହା ସ୍ପଷ୍ଟ କରିବା ନିମନ୍ତେ ସୂଚନା ଦେଉଛନ୍ତି I (ଦେଖ: [[rc://*/ta/man/translate/writing-background]])
# But he said
ଏଠାରେ “ସେ” ଯୀଶୁଙ୍କୁ ବୁଝାଏ I
# the Spirit had not yet been given
ଯୋହନ ସୂଚାଉଛନ୍ତି ଯେ ଯେଉଁମାନେ ଯୀଶୁଙ୍କଠାରେ ବିଶ୍ବାସ କରିବେ, ପରେ ଆତ୍ମା ସେମାନଙ୍କ ମଧ୍ୟରେ ବାସ କରିବାକୁ ଆସିବେ I ଅନ୍ୟ ଏକ ଅନୁବାଦରେ: “ବିଶ୍ବାସୀମାନଙ୍କ ମଧ୍ୟରେ ବାସ କରିବାକୁ ଆତ୍ମା ଏପର୍ଯ୍ୟନ୍ତ ଆସି ନଥିଲେ” (ଦେଖ: [[rc://*/ta/man/translate/figs-explicit]])
# because Jesus was not yet glorified
ଏଠାରେ “ଗୌରବମୟ” ଶବ୍ଦ ଯୀଶୁଙ୍କ ମୃତ୍ୟୁ ଓ ପୁନରୁତ୍ଥାନ ପରେ ଈଶ୍ବର ପୁତ୍ରଙ୍କୁ ସମ୍ଭ୍ରମ କରିବା ସମୟକୁ ବୁଝାଏ I