or_tn/jhn/07/19.md

1.5 KiB

Connecting Statement:

ଯୀଶୁ ଯିହୂଦୀମାନଙ୍କୁ କଥା କହିବା ଜାରି ରଖିଛନ୍ତି I

Did not Moses give you the law?

ଏହି ଟିପ୍ପଣୀକୁ ଗୁରୁତ୍ବ ଦେବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ମୋଶା ତୁମ୍ଭମାନଙ୍କୁ ବ୍ୟବସ୍ଥା ଦେଇଥିଲେ” (ଦେଖ: rc://*/ta/man/translate/figs-rquestion)

keeps the law

ବ୍ୟବସ୍ଥା ପାଳନ କର

Why do you seek to kill me?

ଯୀଶୁ ଯିହୁଦୀ ନେତାମାନଙ୍କ ଉଦ୍ଦେଶ୍ୟ କୁ ପ୍ରଶ୍ନ କରନ୍ତି ଯେଉଁମାନେ ମୋଶାଙ୍କ ବ୍ୟବସ୍ଥା ଉଲଂଘନ କରୁଥିବା ସକାଶେ ତାହାଙ୍କୁ ବଧ କରିବାକୁ ଚାହୁଁଥିଲେ I ସେ ସୂଚାଇ ଦେଉଛନ୍ତି ଯେ ଯିହୂଦୀ ନେତାମାନେ ନିଜେ ସେହି ବ୍ୟବସ୍ଥା ପାଳନ କରୁନାହାନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ନିଜେ ବ୍ୟବସ୍ଥା ଉଲଂଘନ କରୁଅଛ ଓ ତଥାପି ମୋତେ ବଧ କରିବାକୁ ଚାହୁଁଅଛ !” (ଦେଖ: [[rc:///ta/man/translate/figs-rquestion]] ଓ [[rc:///ta/man/translate/figs-explicit]])