# Connecting Statement: ଯୀଶୁ ଯିହୂଦୀମାନଙ୍କୁ କଥା କହିବା ଜାରି ରଖିଛନ୍ତି I # Did not Moses give you the law? ଏହି ଟିପ୍ପଣୀକୁ ଗୁରୁତ୍ବ ଦେବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ମୋଶା ତୁମ୍ଭମାନଙ୍କୁ ବ୍ୟବସ୍ଥା ଦେଇଥିଲେ” (ଦେଖ: [[rc://*/ta/man/translate/figs-rquestion]]) # keeps the law ବ୍ୟବସ୍ଥା ପାଳନ କର # Why do you seek to kill me? ଯୀଶୁ ଯିହୁଦୀ ନେତାମାନଙ୍କ ଉଦ୍ଦେଶ୍ୟ କୁ ପ୍ରଶ୍ନ କରନ୍ତି ଯେଉଁମାନେ ମୋଶାଙ୍କ ବ୍ୟବସ୍ଥା ଉଲଂଘନ କରୁଥିବା ସକାଶେ ତାହାଙ୍କୁ ବଧ କରିବାକୁ ଚାହୁଁଥିଲେ I ସେ ସୂଚାଇ ଦେଉଛନ୍ତି ଯେ ଯିହୂଦୀ ନେତାମାନେ ନିଜେ ସେହି ବ୍ୟବସ୍ଥା ପାଳନ କରୁନାହାନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ନିଜେ ବ୍ୟବସ୍ଥା ଉଲଂଘନ କରୁଅଛ ଓ ତଥାପି ମୋତେ ବଧ କରିବାକୁ ଚାହୁଁଅଛ !” (ଦେଖ: [[rc://*/ta/man/translate/figs-rquestion]] ଓ [[rc://*/ta/man/translate/figs-explicit]])