or_tn/jhn/06/68.md

4 lines
632 B
Markdown

# Lord, to whom shall we go?
ଶିମୋନ ପିତର ଗୁରୁତ୍ବାରୋପ କରିବା ନିମନ୍ତେ ଏହି ଟିପ୍ପଣୀକୁ ଏକ ପ୍ରଶ୍ନ ଆକାରରେ କହୁଛନ୍ତି ଯେ ସେ କେବଳ ଯୀଶୁଙ୍କୁ ଅନୁଗମନ କରିବା ଚାହାନ୍ତି I ଅନ୍ୟ ଏକ ଅନୁବାଦରେ: “ପ୍ରଭୁ, ଆମ୍ଭେମାନେ ତୁମ୍ଭବିନା କଦାପି ଅନ୍ୟ କାହାର ଅନୁଗମନ କରିବୁ ନାହିଁ !” (ଦେଖ: [[rc://*/ta/man/translate/figs-rquestion]])