or_tn/jhn/06/68.md

632 B

Lord, to whom shall we go?

ଶିମୋନ ପିତର ଗୁରୁତ୍ବାରୋପ କରିବା ନିମନ୍ତେ ଏହି ଟିପ୍ପଣୀକୁ ଏକ ପ୍ରଶ୍ନ ଆକାରରେ କହୁଛନ୍ତି ଯେ ସେ କେବଳ ଯୀଶୁଙ୍କୁ ଅନୁଗମନ କରିବା ଚାହାନ୍ତି I ଅନ୍ୟ ଏକ ଅନୁବାଦରେ: “ପ୍ରଭୁ, ଆମ୍ଭେମାନେ ତୁମ୍ଭବିନା କଦାପି ଅନ୍ୟ କାହାର ଅନୁଗମନ କରିବୁ ନାହିଁ !” (ଦେଖ: rc://*/ta/man/translate/figs-rquestion)