or_tn/jhn/06/53.md

1.1 KiB

Truly, truly

ଦେଖ ତୁମେ ଏହାକୁ କିପରି ଯୋହନ ୧:୫୧ରେ ଅନୁବାଦ କରିଅଛ I

eat the flesh of the Son of Man and drink his blood

ଏଠାରେ “ମାଂସ ଭୋଜନ କରିବା” ଓ “ତାହାଙ୍କର ରକ୍ତ ପାନ କରିବା” ବାକ୍ୟାଂଶ ରୂପକ ଅଟେ, ଯାହା ଯୀଶୁ, ଅର୍ଥାତ୍, ମନୁଷ୍ୟପୁତ୍ରଙ୍କଠାରେ ଭରସା କରିବା ଆତ୍ମିକ ଖାଦ୍ୟ ଓ ପାନୀୟ ଗ୍ରହଣ କରିବା ସଦୃଶ ଦର୍ଶାଏ I ଯାହାହେଉ, ଯିହୂଦୀମାନେ ଏହା ବୁଝିପାରି ନଥିଲେ I ଏହି ରୂପକର ଅର୍ଥକୁ ଯୀଶୁଙ୍କ ଅପେକ୍ଷା ଅଧିକ ସ୍ପଷ୍ଟ କର ନାହିଁ I (ଦେଖ: rc://*/ta/man/translate/figs-metaphor)

you will not have life in yourselves

ତୁମ୍ଭେମାନେ ଅନନ୍ତ ଜୀବନ ପ୍ରାପ୍ତ କରିବ ନାହିଁ