# Truly, truly ଦେଖ ତୁମେ ଏହାକୁ କିପରି [ଯୋହନ ୧:୫୧](../01/51.md)ରେ ଅନୁବାଦ କରିଅଛ I # eat the flesh of the Son of Man and drink his blood ଏଠାରେ “ମାଂସ ଭୋଜନ କରିବା” ଓ “ତାହାଙ୍କର ରକ୍ତ ପାନ କରିବା” ବାକ୍ୟାଂଶ ରୂପକ ଅଟେ, ଯାହା ଯୀଶୁ, ଅର୍ଥାତ୍, ମନୁଷ୍ୟପୁତ୍ରଙ୍କଠାରେ ଭରସା କରିବା ଆତ୍ମିକ ଖାଦ୍ୟ ଓ ପାନୀୟ ଗ୍ରହଣ କରିବା ସଦୃଶ ଦର୍ଶାଏ I ଯାହାହେଉ, ଯିହୂଦୀମାନେ ଏହା ବୁଝିପାରି ନଥିଲେ I ଏହି ରୂପକର ଅର୍ଥକୁ ଯୀଶୁଙ୍କ ଅପେକ୍ଷା ଅଧିକ ସ୍ପଷ୍ଟ କର ନାହିଁ I (ଦେଖ: [[rc://*/ta/man/translate/figs-metaphor]]) # you will not have life in yourselves ତୁମ୍ଭେମାନେ ଅନନ୍ତ ଜୀବନ ପ୍ରାପ୍ତ କରିବ ନାହିଁ