8 lines
664 B
Markdown
8 lines
664 B
Markdown
# This is the bread
|
|
|
|
“ଆହାର’ ଏକ ରୂପକ ଅଟେ, ଯାହା ଯୀଶୁଙ୍କୁ ବୁଝାଏ, ଯେ କି ଆତ୍ମିକ ଜୀବନ ଦାନ କରନ୍ତି, ଯେପରି ଆହାର ଶାରୀରିକ ଜୀବନକୁ ବଞ୍ଚାଇ ରଖେ I ଅନ୍ୟ ଏକ ଅନୁବାଦରେ: “ମୁଁ ପ୍ରକୃତ ଆହାର ସଦୃଶ” (ଦେଖ: [[rc://*/ta/man/translate/figs-metaphor]])
|
|
|
|
# not die
|
|
|
|
ଅନନ୍ତକାଳ ଜୀବିତ ରହିବା I ଏଠାରେ “ମୃତ୍ୟୁଭୋଗ କରିବା” ଆତ୍ମିକ ମୃତ୍ୟୁକୁ ବୁଝାଏ I
|