or_tn/jhn/06/50.md

664 B

This is the bread

“ଆହାର’ ଏକ ରୂପକ ଅଟେ, ଯାହା ଯୀଶୁଙ୍କୁ ବୁଝାଏ, ଯେ କି ଆତ୍ମିକ ଜୀବନ ଦାନ କରନ୍ତି, ଯେପରି ଆହାର ଶାରୀରିକ ଜୀବନକୁ ବଞ୍ଚାଇ ରଖେ I ଅନ୍ୟ ଏକ ଅନୁବାଦରେ: “ମୁଁ ପ୍ରକୃତ ଆହାର ସଦୃଶ” (ଦେଖ: rc://*/ta/man/translate/figs-metaphor)

not die

ଅନନ୍ତକାଳ ଜୀବିତ ରହିବା I ଏଠାରେ “ମୃତ୍ୟୁଭୋଗ କରିବା” ଆତ୍ମିକ ମୃତ୍ୟୁକୁ ବୁଝାଏ I