or_tn/jhn/06/41.md

932 B

Connecting Statement:

ଯୀଶୁ ଜନସମୁହକୁ କହୁଥିବା ସମୟରେ ଯିହୂଦୀ ନେତାମାନେ ତାହାଙ୍କୁ ବାଧା ଦେଉଛନ୍ତି I

grumbled

ଅପ୍ରସନ୍ନ ହୋଇ କହିଲେ

I am the bread

ଯେପରି ଆମ୍ଭମାନଙ୍କ ଶାରୀରିକ ଜୀବନ ନିମନ୍ତେ ଆହାରର ଆବଶ୍ୟକ ଅଛି, ଆମ୍ଭମାନଙ୍କ ଆତ୍ମିକଜୀବନ ନିମନ୍ତେ ଯୀଶୁଙ୍କ ଆବଶ୍ୟକ ଅଛି I ଦେଖ ତୁମେ ଏହାକୁ କିପରି ଯୋହନ ୬:୩୫ରେ ଅନୁବାଦ କରିଅଛ I ଅନ୍ୟ ଏକ ଅନୁବାଦରେ: “ମୁଁ ସେହି ବ୍ୟକ୍ତି, ଯେ ପ୍ରକୃତ ରୋଟୀ ସଦୃଶ ଅଟେ” (ଦେଖ: rc://*/ta/man/translate/figs-metaphor)