or_tn/jhn/06/41.md

12 lines
932 B
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଯୀଶୁ ଜନସମୁହକୁ କହୁଥିବା ସମୟରେ ଯିହୂଦୀ ନେତାମାନେ ତାହାଙ୍କୁ ବାଧା ଦେଉଛନ୍ତି I
# grumbled
ଅପ୍ରସନ୍ନ ହୋଇ କହିଲେ
# I am the bread
ଯେପରି ଆମ୍ଭମାନଙ୍କ ଶାରୀରିକ ଜୀବନ ନିମନ୍ତେ ଆହାରର ଆବଶ୍ୟକ ଅଛି, ଆମ୍ଭମାନଙ୍କ ଆତ୍ମିକଜୀବନ ନିମନ୍ତେ ଯୀଶୁଙ୍କ ଆବଶ୍ୟକ ଅଛି I ଦେଖ ତୁମେ ଏହାକୁ କିପରି [ଯୋହନ ୬:୩୫](../06/35.md)ରେ ଅନୁବାଦ କରିଅଛ I ଅନ୍ୟ ଏକ ଅନୁବାଦରେ: “ମୁଁ ସେହି ବ୍ୟକ୍ତି, ଯେ ପ୍ରକୃତ ରୋଟୀ ସଦୃଶ ଅଟେ” (ଦେଖ: [[rc://*/ta/man/translate/figs-metaphor]])