or_tn/jhn/06/10.md

817 B

sit down

ବସାଅ

Now there was a lot of grass in the place

ଏହି ଘଟଣାଟି କେଉଠି ଘଟିଛି, ସେହି ସ୍ଥାନ ବିଷୟରେ ପୃଷ୍ଠଭୂମିର ସୂଚନା ଦେବା ନିମନ୍ତେ ଯୋହନ ବିବରଣୀରେ ଥିବା ଘଟଣା ବିଷୟରେ କହିବାକୁ ବନ୍ଦ କରୁଛନ୍ତି I (ଦେଖ: rc://*/ta/man/translate/writing-background)

So the men sat down, about five thousand in number

ସମ୍ଭବତଃ ଜନସମୁହରେ ସ୍ତ୍ରୀଲୋକ ଓ ପିଲାମାନେ ଥିଲେ (ଯୋହନ ୬:୪-୫), କିନ୍ତୁ ଯୋହନ ଏଠାରେ କେବଳ ପୁରୁଷମାନଙ୍କୁ ଗଣନା କରୁଛନ୍ତି I