# sit down ବସାଅ # Now there was a lot of grass in the place ଏହି ଘଟଣାଟି କେଉଠି ଘଟିଛି, ସେହି ସ୍ଥାନ ବିଷୟରେ ପୃଷ୍ଠଭୂମିର ସୂଚନା ଦେବା ନିମନ୍ତେ ଯୋହନ ବିବରଣୀରେ ଥିବା ଘଟଣା ବିଷୟରେ କହିବାକୁ ବନ୍ଦ କରୁଛନ୍ତି I (ଦେଖ: [[rc://*/ta/man/translate/writing-background]]) # So the men sat down, about five thousand in number ସମ୍ଭବତଃ ଜନସମୁହରେ ସ୍ତ୍ରୀଲୋକ ଓ ପିଲାମାନେ ଥିଲେ ([ଯୋହନ ୬:୪-୫](./04.md)), କିନ୍ତୁ ଯୋହନ ଏଠାରେ କେବଳ ପୁରୁଷମାନଙ୍କୁ ଗଣନା କରୁଛନ୍ତି I