8 lines
854 B
Markdown
8 lines
854 B
Markdown
# But Jesus said this to test Philip, for he himself knew what he was going to do
|
|
|
|
ଯୀଶୁ କାହିଁକି ଫିଲିପ୍ପଙ୍କୁ କେଉଁଠି ରୋଟୀ କିଣିବାକୁ ହେବ ବୋଲି ପଚାରିଥିଲେ, ତାହା ବୁଝାଇବାକୁ ଯାଇ ଯୋହନ ବିବରଣୀରେ ଥିବା ଘଟଣା ବିଷୟରେ କହିବାକୁ ବନ୍ଦ କରୁଛନ୍ତି I (ଦେଖ: [[rc://*/ta/man/translate/writing-background]])
|
|
|
|
# for he himself knew
|
|
|
|
ସ୍ବୟଂବାଚକ ସର୍ବନାମ “ସ୍ବୟଂ” ସ୍ପଷ୍ଟ କରେ ଯେ “ସେ’ ଶବ୍ଦ ଯୀଶୁଙ୍କୁ ବୁଝାଏ I ଯୀଶୁ ଜାଣିଥିଲେ ଯେ ସେ କଅଣ କରିବେ I (ଦେଖ: [[rc://*/ta/man/translate/figs-rpronouns]])
|