or_tn/jhn/06/06.md

854 B

But Jesus said this to test Philip, for he himself knew what he was going to do

ଯୀଶୁ କାହିଁକି ଫିଲିପ୍ପଙ୍କୁ କେଉଁଠି ରୋଟୀ କିଣିବାକୁ ହେବ ବୋଲି ପଚାରିଥିଲେ, ତାହା ବୁଝାଇବାକୁ ଯାଇ ଯୋହନ ବିବରଣୀରେ ଥିବା ଘଟଣା ବିଷୟରେ କହିବାକୁ ବନ୍ଦ କରୁଛନ୍ତି I (ଦେଖ: rc://*/ta/man/translate/writing-background)

for he himself knew

ସ୍ବୟଂବାଚକ ସର୍ବନାମ “ସ୍ବୟଂ” ସ୍ପଷ୍ଟ କରେ ଯେ “ସେ’ ଶବ୍ଦ ଯୀଶୁଙ୍କୁ ବୁଝାଏ I ଯୀଶୁ ଜାଣିଥିଲେ ଯେ ସେ କଅଣ କରିବେ I (ଦେଖ: rc://*/ta/man/translate/figs-rpronouns)