or_tn/jhn/05/intro.md

22 lines
3.4 KiB
Markdown

# ଯୋହନ ୦୫ ସାଧାରଣ ସୂଚନା
## ଏହି ଅଧ୍ୟାୟର ବିଶେଷ ଧାରଣା
### ସୁସ୍ଥକାରୀ ଜଳ
ଅନେକ ଯିହୂଦୀ ବିଶ୍ବାସ କରୁଥିଲେ ଯେ ଯିରୂଶାଲମସ୍ଥିତ କେତେକ ପୁଷ୍କରଣୀରେ ଜଳ “କମ୍ପମାନ ହେବା” ସମୟରେ ଯେ ପ୍ରବେଶ କରିବ, ଈଶ୍ବର ସେହି ଲୋକମାନଙ୍କୁ ସୁସ୍ଥ କରିବେ I
### ସାକ୍ଷ୍ୟ
ଜଣେ ଅନ୍ୟ ଜଣକ ବିଷୟରେ ଯାହା କହେ, ତାହା ସାକ୍ଷ୍ୟ ଅଟେ I ଜଣେ ବ୍ୟକ୍ତି ଆପଣା ବିଷୟରେ ଯାହା କହେ, ତା”ଅପେକ୍ଷା ସେହି ବ୍ୟକ୍ତି ବିଷୟରେ ଅନ୍ୟମାନେ ଯାହା କହନ୍ତି, ତାହା ଗୁରୁତ୍ବପୂର୍ଣ୍ଣ ଅଟେ I ଯୀଶୁ ଯିହୂଦୀମାନଙ୍କୁ କହିଲେ ଯେ ଯୀଶୁ କିଏ ବୋଲି ଈଶ୍ବର ସେମାନଙ୍କୁ କହି ସାରିଛନ୍ତି, ସେଥିନିମନ୍ତେ ସେ କିଏ ବୋଲି ସେ ସେମାନଙ୍କୁ କହିବା ଆବଶ୍ୟକ ନାହିଁ I ଏଇଥି ପାଇଁ ଯେ ଈଶ୍ବର ପୁରାତନ ନିୟମର ଲେଖକମାନଙ୍କୁ କହିଥିଲେ ଯେ ମସୀହ କ”ଣ ସବୁ କରିବେ ଓ ସେମାନେ ସେ ଆସିଲେ ଯାହା ସବୁ କରିବେ ବୋଲେ ଲେଖିଥିଲେ, ଯୀଶୁ ସେହିସବୁ କରୁଥିଲେ I
### ଜୀବନର ପୁନରୁତ୍ଥାନ ଓ ବିଚାରର ପୁନରୁତ୍ଥାନ
### ଈଶ୍ବର କେତେକ ଲୋକଙ୍କୁ ପୁନର୍ବାର ଜୀବିତ କରିବେ ଓ ଯେହେତୁ ସେ ସେମାନଙ୍କୁ ଆପଣାର ଅନୁଗ୍ରହ ପ୍ରଦାନ କରନ୍ତି, ସେମାନେ ତାହାଙ୍କ ସହିତ ଅନନ୍ତକାଳ ବାସ କରିବେ I କିନ୍ତୁ ସେ କେତକଙ୍କୁ ଜୀବିତ କରିବେ ଓ ଯେହେତୁ ସେ ସେମାନଙ୍କ ସହିତ ନ୍ୟାୟୋଚିତ ଭାବରେ ବ୍ୟବହାର କରିବେ, ସେମାନେ ତାହାଙ୍କ ବିନା ଅନନ୍ତକାଳ ବାସ କରିବେ I
## ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା
### ପୁତ୍ର, ଈଶ୍ବରଙ୍କ ପୁତ୍ର ଓ ମନୁଷ୍ୟପୁତ୍ର
ଏହି ଅଧ୍ୟାୟରେ ଯୀଶୁ ଆପଣାକୁ “ପୁତ୍ର” ([ଯୋହନ ୫:୧୯](../../jhn/05/19.md)), “ଈଶ୍ବରଙ୍କ ପୁତ୍ର” ([ଯୋହନ ୫:୨୫](../../jhn/05/25.md)), ଓ “ମନୁଷ୍ୟପୁତ୍ର” ([ଯୋହନ ୫:୨୭](../../jhn/05/27.md)) ହେବା କହୁଛନ୍ତି I ତୁମର ଭାଷା ହୁଏତ ଯେପରି ସେମାନେ ଅନ୍ୟକାହା ବିଷୟରେ କହୁଥିବା ସଦୃଶ ଲୋକମାନଙ୍କୁ ଆପଣା ଆପଣା ବିଷୟରେ କହିବାକୁ ଅନୁମତି ଦିଏନାହି I (ଦେଖ: [[rc://*/tw/dict/bible/kt/sonofman]] ଓ [[rc://*/ta/man/translate/figs-123person]])