or_tn/jhn/05/38.md

12 lines
1.3 KiB
Markdown

# You do not have his word remaining in you, for you are not believing in the one whom he has sent
ଯେ ମୋତେ ପ୍ରେରଣ କରିଅଛନ୍ତି, ତୁମ୍ଭେମାନେ ତାହାଙ୍କଠାରେ ବିଶ୍ବାସ କରୁନାହଁ I ସେଥିପାଇଁ ମୁଁ ଜାଣେ ଯେ ତାହାଙ୍କ ବାକ୍ୟ ତୁମ୍ଭମାନଙ୍କଠାରେ ନାହିଁ
# You do not have his word remaining in you
ଈଶ୍ବରଙ୍କ ବାକ୍ୟ ଅନୁଯାୟୀ ଜୀବନଯାପନ କରୁଥିବା ଲୋକମାନଙ୍କ ବିଷୟରେ ଯୀଶୁ କହନ୍ତି ଯେପରି ସେମାନେ ସବୁ ଗୃହ ଅଟନ୍ତି ଓ ଈଶ୍ବରଙ୍କ ବାକ୍ୟ ଜଣେ ବ୍ୟକ୍ତି ଭାବରେ ଗୃହରେ ବାସ କରୁଛି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ତାହାଙ୍କ ବାକ୍ୟ ଅନୁଯାୟୀ ଜୀବନଯାପନ କରୁନାହଁ” କିମ୍ବା “ତୁମ୍ଭେମାନେ ତାହାଙ୍କ ବାକ୍ୟ ପାଳନ କରୁନାହଁ” (ଦେଖ: [[rc://*/ta/man/translate/figs-metaphor]])
# his word
ସେ ତୁମ୍ଭମାନଙ୍କୁ କହିଥିବା ବାକ୍ୟ