or_tn/jhn/05/38.md

1.3 KiB

You do not have his word remaining in you, for you are not believing in the one whom he has sent

ଯେ ମୋତେ ପ୍ରେରଣ କରିଅଛନ୍ତି, ତୁମ୍ଭେମାନେ ତାହାଙ୍କଠାରେ ବିଶ୍ବାସ କରୁନାହଁ I ସେଥିପାଇଁ ମୁଁ ଜାଣେ ଯେ ତାହାଙ୍କ ବାକ୍ୟ ତୁମ୍ଭମାନଙ୍କଠାରେ ନାହିଁ

You do not have his word remaining in you

ଈଶ୍ବରଙ୍କ ବାକ୍ୟ ଅନୁଯାୟୀ ଜୀବନଯାପନ କରୁଥିବା ଲୋକମାନଙ୍କ ବିଷୟରେ ଯୀଶୁ କହନ୍ତି ଯେପରି ସେମାନେ ସବୁ ଗୃହ ଅଟନ୍ତି ଓ ଈଶ୍ବରଙ୍କ ବାକ୍ୟ ଜଣେ ବ୍ୟକ୍ତି ଭାବରେ ଗୃହରେ ବାସ କରୁଛି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ତାହାଙ୍କ ବାକ୍ୟ ଅନୁଯାୟୀ ଜୀବନଯାପନ କରୁନାହଁ” କିମ୍ବା “ତୁମ୍ଭେମାନେ ତାହାଙ୍କ ବାକ୍ୟ ପାଳନ କରୁନାହଁ” (ଦେଖ: rc://*/ta/man/translate/figs-metaphor)

his word

ସେ ତୁମ୍ଭମାନଙ୍କୁ କହିଥିବା ବାକ୍ୟ