or_tn/jhn/04/39.md

859 B

believed in him

ଜଣକଠାରେ “ବିଶ୍ବାସ କରିବା” ଅର୍ଥ ସେହି ଲୋକଠାରେ “ଭରସା କରିବା I” ଏଠାରେ ଏହାର ଅର୍ଥ ମଧ୍ୟ ଯେ ସେ ଈଶ୍ବରଙ୍କ ପୁତ୍ର ହେବା ସେମାନେ ବିଶ୍ବାସ କଲେ I

He told me everything that I have done

ଏହା ଏକ ଅତିରଞ୍ଜିତ ବିଷୟ ଅଟେ I ଯୀଶୁ ତାହାର ବିଷୟରେ କେତେ ଅଧିକ ଜାଣିଛନ୍ତି, ସେ ବିଷୟରେ ସ୍ତ୍ରୀ ଜଣକ ପ୍ରଭାବିତ ହୋଇଅଛି I ଅନ୍ୟ ଏକ ଅନୁବାଦରେ: “ସେ ମୋ ଜୀବନ ବିଷୟରେ ଅନେକ ବିଷୟ କହିଲେ” (ଦେଖ: rc://*/ta/man/translate/figs-hyperbole)