or_tn/jhn/04/39.md

8 lines
859 B
Markdown
Raw Permalink Normal View History

2020-11-19 00:15:53 +00:00
# believed in him
ଜଣକଠାରେ “ବିଶ୍ବାସ କରିବା” ଅର୍ଥ ସେହି ଲୋକଠାରେ “ଭରସା କରିବା I” ଏଠାରେ ଏହାର ଅର୍ଥ ମଧ୍ୟ ଯେ ସେ ଈଶ୍ବରଙ୍କ ପୁତ୍ର ହେବା ସେମାନେ ବିଶ୍ବାସ କଲେ I
# He told me everything that I have done
ଏହା ଏକ ଅତିରଞ୍ଜିତ ବିଷୟ ଅଟେ I ଯୀଶୁ ତାହାର ବିଷୟରେ କେତେ ଅଧିକ ଜାଣିଛନ୍ତି, ସେ ବିଷୟରେ ସ୍ତ୍ରୀ ଜଣକ ପ୍ରଭାବିତ ହୋଇଅଛି I ଅନ୍ୟ ଏକ ଅନୁବାଦରେ: “ସେ ମୋ ଜୀବନ ବିଷୟରେ ଅନେକ ବିଷୟ କହିଲେ” (ଦେଖ: [[rc://*/ta/man/translate/figs-hyperbole]])