or_tn/jhn/04/35.md

1.3 KiB

Do you not say

ଏହା କ”ଣ ତୁମ୍ଭମାନଙ୍କ ଏକ ପ୍ରଚଳିତ କଥା ନୁହେଁ

look up and see the fields, for they are already ripe for harvest

“କ୍ଷେତ୍ର” ଓ ଅମଳ ନିମନ୍ତେ ପରିପକ୍ବ” ରୂପକ ଅଟନ୍ତି I “କ୍ଷେତ୍ର” ଲୋକମାନଙ୍କୁ ବୁଝାଏ I “ଅମଳ ନିମନ୍ତେ ପରିପକ୍ବ”ର ଅର୍ଥ ଯେପରି କ୍ଷେତ୍ରର ଶସ୍ୟ ଅମଳ କରିବା ନିମନ୍ତେ ପ୍ରସ୍ତୁତ, ସେପରି ଯୀଶୁଙ୍କ ସୁସମାଚାର ଗ୍ରହଣ କରିବା ନିମନ୍ତେ ଲୋକମାନେ ପ୍ରସ୍ତୁତ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ଉର୍ଦ୍ଧକୁ ଦୃଷ୍ଟିପାତ କରି ଲୋକମାନଙ୍କୁ ଦେଖ ! ସେମାନେ ସୁସମାଚାର ବିଶ୍ବାସ କରିବା ନିମନ୍ତେ ପ୍ରସ୍ତୁତ ଅଟନ୍ତି, ଯେପରି କ୍ଷେତ୍ରର ଶସ୍ୟ ଲୋକମାନେ ଅମଳ ନିମନ୍ତେ ପ୍ରସ୍ତୁତ ଅଟନ୍ତି” (ଦେଖ: rc://*/ta/man/translate/figs-metaphor)