or_tn/jhn/04/35.md

8 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# Do you not say
ଏହା କ”ଣ ତୁମ୍ଭମାନଙ୍କ ଏକ ପ୍ରଚଳିତ କଥା ନୁହେଁ
# look up and see the fields, for they are already ripe for harvest
“କ୍ଷେତ୍ର” ଓ ଅମଳ ନିମନ୍ତେ ପରିପକ୍ବ” ରୂପକ ଅଟନ୍ତି I “କ୍ଷେତ୍ର” ଲୋକମାନଙ୍କୁ ବୁଝାଏ I “ଅମଳ ନିମନ୍ତେ ପରିପକ୍ବ”ର ଅର୍ଥ ଯେପରି କ୍ଷେତ୍ରର ଶସ୍ୟ ଅମଳ କରିବା ନିମନ୍ତେ ପ୍ରସ୍ତୁତ, ସେପରି ଯୀଶୁଙ୍କ ସୁସମାଚାର ଗ୍ରହଣ କରିବା ନିମନ୍ତେ ଲୋକମାନେ ପ୍ରସ୍ତୁତ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ଉର୍ଦ୍ଧକୁ ଦୃଷ୍ଟିପାତ କରି ଲୋକମାନଙ୍କୁ ଦେଖ ! ସେମାନେ ସୁସମାଚାର ବିଶ୍ବାସ କରିବା ନିମନ୍ତେ ପ୍ରସ୍ତୁତ ଅଟନ୍ତି, ଯେପରି କ୍ଷେତ୍ରର ଶସ୍ୟ ଲୋକମାନେ ଅମଳ ନିମନ୍ତେ ପ୍ରସ୍ତୁତ ଅଟନ୍ତି” (ଦେଖ: [[rc://*/ta/man/translate/figs-metaphor]])