or_tn/jhn/03/27.md

8 lines
702 B
Markdown

# A man cannot receive anything unless
ନ ହେଲେ କେହି କିଛି ପ୍ରାପ୍ତ ହୁଏ ନାହିଁ
# it has been given to him from heaven
ଏଠାରେ “ସ୍ବର୍ଗ” ଈଶ୍ବରଙ୍କୁ ବୁଝାଇବା ନିମନ୍ତେ ଏକ ରୂପକ ଭାବରେ ବ୍ୟବହାର କରାଯାଇଛି I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଏହା ତାହାଙ୍କୁ ଦେଇଛନ୍ତି” (ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-activepassive]])