or_tn/jhn/03/27.md

702 B

A man cannot receive anything unless

ନ ହେଲେ କେହି କିଛି ପ୍ରାପ୍ତ ହୁଏ ନାହିଁ

it has been given to him from heaven

ଏଠାରେ “ସ୍ବର୍ଗ” ଈଶ୍ବରଙ୍କୁ ବୁଝାଇବା ନିମନ୍ତେ ଏକ ରୂପକ ଭାବରେ ବ୍ୟବହାର କରାଯାଇଛି I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଏହା ତାହାଙ୍କୁ ଦେଇଛନ୍ତି” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-activepassive]])