or_tn/jhn/03/25.md

8 lines
492 B
Markdown

# Then there arose a dispute between some of John's disciples and a Jew
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତତ୍ପରେ ଯୋହନଙ୍କ ଶିଷ୍ୟମାନେ ଓ ଜଣେ ଯିହୂଦୀ ଯୁକ୍ତିତର୍କ ଆରମ୍ଭ କଲେ” (ଦେଖ: [[rc://*/ta/man/translate/figs-activepassive]])
# a dispute
ଏକ ବାକ୍ ଯୁଦ୍ଧ