# Then there arose a dispute between some of John's disciples and a Jew ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତତ୍ପରେ ଯୋହନଙ୍କ ଶିଷ୍ୟମାନେ ଓ ଜଣେ ଯିହୂଦୀ ଯୁକ୍ତିତର୍କ ଆରମ୍ଭ କଲେ” (ଦେଖ: [[rc://*/ta/man/translate/figs-activepassive]]) # a dispute ଏକ ବାକ୍ ଯୁଦ୍ଧ