or_tn/jhn/03/08.md

607 B

The wind blows wherever it wishes

ମୂଳ ଭାଷାରେ, ବାୟୁ ଓ ଆତ୍ମା ସମାନ ଶବ୍ଦ ଅଟନ୍ତି I ଏଠାରେ କହୁଥିବା ବ୍ୟକ୍ତି ବାୟୁକୁ ବୁଝାଏ ଯେପରି ସେ ଜଣେ ବ୍ୟକ୍ତି ଥିଲେ I ଅନ୍ୟ ଏକ ଅନୁବାଦରେ: “ପବିତ୍ରଆତ୍ମା ପବନ ସ୍ବରୂପ ଅଟନ୍ତି ଯେ ଯେଉଁଆଡ଼େ ଇଚ୍ଛା ସେହିଆଡ଼େ ବହି ଯାଆନ୍ତି” (ଦେଖ: rc://*/ta/man/translate/figs-personification)