# The wind blows wherever it wishes ମୂଳ ଭାଷାରେ, ବାୟୁ ଓ ଆତ୍ମା ସମାନ ଶବ୍ଦ ଅଟନ୍ତି I ଏଠାରେ କହୁଥିବା ବ୍ୟକ୍ତି ବାୟୁକୁ ବୁଝାଏ ଯେପରି ସେ ଜଣେ ବ୍ୟକ୍ତି ଥିଲେ I ଅନ୍ୟ ଏକ ଅନୁବାଦରେ: “ପବିତ୍ରଆତ୍ମା ପବନ ସ୍ବରୂପ ଅଟନ୍ତି ଯେ ଯେଉଁଆଡ଼େ ଇଚ୍ଛା ସେହିଆଡ଼େ ବହି ଯାଆନ୍ତି” (ଦେଖ: [[rc://*/ta/man/translate/figs-personification]])