or_tn/jhn/03/05.md

909 B
Raw Permalink Blame History

Truly, truly

ତୁମେ ଯୋହନ ୩:୩ରେ ଯେପରି ଅନୁବାଦ କରିଅଛ, ସେପରି ଏହାକୁ ଅନୁବାଦ କରିପାରିବ I

born of water and the Spirit

ଦୁଇଟି ସମ୍ଭାବିତ ଅର୍ଥ: ୧) “ଜଳରେ ଓ ଆତ୍ମାରେ ବାପ୍ତିସ୍ମ” କିମ୍ବା ) ଶାରୀରିକ ଭାବରେ ଓ ଆତ୍ମିକ ଭାବରେ ଜନ୍ମ”

enter into the kingdom of God

ଜଣେ ବ୍ୟକ୍ତିର ଜୀବନରେ ଈଶ୍ବରଙ୍କ ରାଜତ୍ବ ନିମନ୍ତେ “ରାଜ୍ୟ” ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ଜୀବନରେ ଈଶ୍ବରଙ୍କ ରାଜତ୍ବର ଅନୁଭୂତି” (ଦେଖ: rc://*/ta/man/translate/figs-metaphor)