# Truly, truly ତୁମେ [ଯୋହନ ୩:୩](../03/03.md)ରେ ଯେପରି ଅନୁବାଦ କରିଅଛ, ସେପରି ଏହାକୁ ଅନୁବାଦ କରିପାରିବ I # born of water and the Spirit ଦୁଇଟି ସମ୍ଭାବିତ ଅର୍ଥ: ୧) “ଜଳରେ ଓ ଆତ୍ମାରେ ବାପ୍ତିସ୍ମ” କିମ୍ବା ୨) ଶାରୀରିକ ଭାବରେ ଓ ଆତ୍ମିକ ଭାବରେ ଜନ୍ମ” # enter into the kingdom of God ଜଣେ ବ୍ୟକ୍ତିର ଜୀବନରେ ଈଶ୍ବରଙ୍କ ରାଜତ୍ବ ନିମନ୍ତେ “ରାଜ୍ୟ” ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ଜୀବନରେ ଈଶ୍ବରଙ୍କ ରାଜତ୍ବର ଅନୁଭୂତି” (ଦେଖ: [[rc://*/ta/man/translate/figs-metaphor]])