or_tn/jhn/02/intro.md

22 lines
2.7 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# ଯୋହନ ସାଧାରଣ ସୂଚନା
## ଏହି ଅଧ୍ୟାୟର ବିଶେଷ ଧାରଣା
## ଦ୍ରାକ୍ଷାରସ
ଯିହୂଦୀମାନେ ଅନେକ ଭୋଜନରେ, ବିଶେଷକରି ବିଭିନ୍ନ ଉତ୍ସବଗୁଡିକ ପାଳନ କରିବା ସମୟରେ ଦ୍ରାକ୍ଷାରସ ପାନ କରୁଥିଲେ I ସେମାନେ ବିଶ୍ବାସ କରୁ ନଥିଲେ ଯେ ଦ୍ରାକ୍ଷାରସ ପାନ କରିବା ଏକ ପାପ ଥିଲା I
### ମୁଦ୍ରା ବ୍ୟବସାୟୀମାନଙ୍କୁ ବାହାର କରିଦେବା
ଯୀଶୁ ମନ୍ଦିର ଉପରେ ଓ ସମଗ୍ର ଇଶ୍ରାୟେଲ ଉପରେ ଆପଣାର ଅଧିକାର ଥିବା ଦେଖାଇବା ନିମନ୍ତେ ମୁଦ୍ରା ବ୍ୟବସାୟୀଙ୍କୁ ବାହାର କରିଦେଲେ I
### “ଯୀଶୁ ଜାଣୁଥିଲେ ଯେ ମନୁଷ୍ୟର ଅନ୍ତର ମଧ୍ୟରେ କଅଣ ଅଛି”
ଯୀଶୁ ଜାଣୁଥିଲେ ଯେ ଅନ୍ୟମାନେ କଅଣ ଭାବୁଛନ୍ତି, କାରଣ ସେ ହିଁ କେବଳ ମନୁଷ୍ୟପୁତ୍ର ଓ ଈଶ୍ବରଙ୍କ ପୁତ୍ର ଥଲେ ଓ ଅଟନ୍ତି I
## ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା
### “ତାହାଙ୍କ ଶିଷ୍ୟମାନେ ସ୍ମରଣ କଲେ
ଯୋହନ ମୁଖ୍ୟ ଘଟଣା କହିବା ବନ୍ଦକରି ଓ ଯାହା ସମସ୍ତ ବିଳମ୍ବରେ ଘଟିବ, ସେ ବିଷୟ କହିବା ନିମନ୍ତେ ଏହି ବାକ୍ୟାଂଶ ବ୍ୟବହାର କରୁଥିଲେ I ସେ କାପ୍ତା ବ୍ୟବସାୟୀମାନଙ୍କୁ ଭର୍ତ୍ସନା କଲା ପରେ ([ଯୋହନ :୧୬](../../jhn/02/16.md)) ଯିହୂଦୀ ଅଧିକାରୀମାନେ ତାହାଙ୍କ ସହିତ କଥା କହିବାକୁ ଲାଗିଲେ I ଏହି ସମସ୍ତ ଯୀଶୁ ପୁନରୁତ୍ଥିତ ହେବା ପରେ ତାହାଙ୍କ ଶିଷ୍ୟମାନେ ଭାବବାଦୀ ଯାହା ବହୁ ପୂର୍ବରୁ ଲେଖିଥିଲେ ଓ ଯୀଶୁ ଆପଣା ଶରୀର ରୂପକ ମନ୍ଦିର ସମ୍ବନ୍ଧରେ ଯାହା କହିଥିଲେ, ତାହା ସ୍ମରଣ କଲେ ([ଯୋହନ :୧୭](../../jhn/02/17.md) ଓ [ଯୋହନ :](../../jhn/02/22.md))I