or_tn/jhn/02/16.md

12 lines
665 B
Markdown

# Stop making the house of my Father a marketplace
ମୋ ପିତାଙ୍କ ଗୃହରେ ଜିନିଷ କ୍ରୟବିକ୍ରୟ କରିବା ବନ୍ଦକର
# the house of my Father
ମନ୍ଦିରକୁ ବୁଝାଇବା ନିମନ୍ତେ ଯୀଶୁ ଏହି ବାକ୍ୟାଂଶ ବ୍ୟବହାର କରୁଛନ୍ତି I
# my Father
ଏହା ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ ଯାହା ଯୀଶୁ ଈଶ୍ବରଙ୍କ ନିମନ୍ତେ ବ୍ୟବହାର କରୁଛନ୍ତି I (ଦେଖ: [[rc://*/ta/man/translate/guidelines-sonofgodprinciples]])