or_tn/jhn/02/16.md

665 B

Stop making the house of my Father a marketplace

ମୋ ପିତାଙ୍କ ଗୃହରେ ଜିନିଷ କ୍ରୟବିକ୍ରୟ କରିବା ବନ୍ଦକର

the house of my Father

ମନ୍ଦିରକୁ ବୁଝାଇବା ନିମନ୍ତେ ଯୀଶୁ ଏହି ବାକ୍ୟାଂଶ ବ୍ୟବହାର କରୁଛନ୍ତି I

my Father

ଏହା ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ ଯାହା ଯୀଶୁ ଈଶ୍ବରଙ୍କ ନିମନ୍ତେ ବ୍ୟବହାର କରୁଛନ୍ତି I (ଦେଖ: rc://*/ta/man/translate/guidelines-sonofgodprinciples)