or_tn/jhn/01/32.md

481 B

descending

ଉର୍ଦ୍ଧରୁ ଅବତରଣ କରିବା

like a dove

ଏହି ବାକ୍ୟାଂଶ ଏକ ଉପମା ଅଟେ I ଜଣେ ଲୋକ ଉପରେ ଯେପରି କପୋତ ଅବତରଣ କରେ, ସେପରି “ପବିତ୍ରଆତ୍ମା” ଅବତରଣ କରନ୍ତି I (ଦେଖ: rc://*/ta/man/translate/figs-simile)

heaven

“ସ୍ବର୍ଗ” ଶବ୍ଦ “ଆକାଶ”କୁ ବୁଝାଏ I