or_tn/jhn/01/32.md

12 lines
481 B
Markdown
Raw Permalink Normal View History

2020-11-19 00:15:53 +00:00
# descending
ଉର୍ଦ୍ଧରୁ ଅବତରଣ କରିବା
# like a dove
ଏହି ବାକ୍ୟାଂଶ ଏକ ଉପମା ଅଟେ I ଜଣେ ଲୋକ ଉପରେ ଯେପରି କପୋତ ଅବତରଣ କରେ, ସେପରି “ପବିତ୍ରଆତ୍ମା” ଅବତରଣ କରନ୍ତି I (ଦେଖ: [[rc://*/ta/man/translate/figs-simile]])
# heaven
“ସ୍ବର୍ଗ” ଶବ୍ଦ “ଆକାଶ”କୁ ବୁଝାଏ I