or_tn/jhn/01/09.md

378 B

The true light

ଏଠାରେ ଜ୍ୟୋତିଃ ଏକ ରୂପକ ଅଟେ ଯାହା ପ୍ରକାଶ କରେ ଯେ ଯୀଶୁ ହିଁ ଉଭୟ ଈଶ୍ବରଙ୍କ ବିଷୟରେ ସାକ୍ଷ୍ୟ ଦିଅନ୍ତି ଓ ସ୍ବୟଂ ସେହି ସତ୍ୟ ଅଟନ୍ତି I (ଦେଖ: rc://*/ta/man/translate/figs-metaphor)