or_tn/jhn/01/09.md

4 lines
378 B
Markdown
Raw Permalink Normal View History

2020-11-19 00:15:53 +00:00
# The true light
ଏଠାରେ ଜ୍ୟୋତିଃ ଏକ ରୂପକ ଅଟେ ଯାହା ପ୍ରକାଶ କରେ ଯେ ଯୀଶୁ ହିଁ ଉଭୟ ଈଶ୍ବରଙ୍କ ବିଷୟରେ ସାକ୍ଷ୍ୟ ଦିଅନ୍ତି ଓ ସ୍ବୟଂ ସେହି ସତ୍ୟ ଅଟନ୍ତି I (ଦେଖ: [[rc://*/ta/man/translate/figs-metaphor]])