or_tn/jas/05/20.md

12 lines
2.3 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# whoever turns a sinner from his wandering way ... will cover over a great number of sins
ଯାକୁବଙ୍କ ଅର୍ଥ ଏହା ଯେ ଈଶ୍ବର ଏହି ବ୍ୟକ୍ତିଙ୍କ କାର୍ଯ୍ୟକୁ ପାପିମାନଙ୍କୁ ଅନୁତାପ କରିବା ନିମନ୍ତେ ପ୍ରରୋଚିତ କରିବା ନିମନ୍ତେ ବ୍ୟବହାର କରନ୍ତି । କିନ୍ତୁ ଯାକୁବ କହନ୍ତି ଯେପରିକି ଏହି ଅନ୍ୟ ବ୍ୟକ୍ତି ଜଣକ ପ୍ରକୃତରେ ପାପିର ପ୍ରାଣକୁ ମୃତ୍ୟୁରୂ ରକ୍ଷା କରିଛି । (ଦେଖ: [[rc://*/ta/man/translate/figs-metonymy]])
# will save him from death, and will cover over a great number of sins
ଏଠାରେ “ମୃତ୍ୟୁ” ”ଆତ୍ମିକ ମୃତ୍ୟୁ”, ଯାହା ଈଶ୍ବରଙ୍କଠାରୁ ଅନନ୍ତକାଳ ନିମନ୍ତେ ପୃଥକ ହେବା ବିଷୟକୁ ବୁଝାଏ । ଅନ୍ୟ ଏକ ଅନୁବାଦରେ: “ତାହାକୁ ଆତ୍ମିକ ମୃତ୍ୟୁରୂ ରକ୍ଷା କରିବା, ଏବଂ ଈଶ୍ବର ପାପିକୁ ତାହାର ସମସ୍ତ ପାପରୁ କ୍ଷମା କରିବେ” (ଦେଖ: [[rc://*/ta/man/translate/figs-synecdoche]])
# will cover over a great number of sins
ସମ୍ଭବିତ ଅର୍ଥଗୁଡିକ ୧) ଅବଜ୍ଞାକାରୀ ଭାଇକୁ ଫେରାଇ ଆଣିବା ବ୍ୟକ୍ତି ତାହାର ପାପକୁ କ୍ଷମା କରିବ ଓ ) ଅବଜ୍ଞାକାରୀ ଭାଇକୁ, ଯେତେବେଳେ ସେ ପ୍ରଭୁଙ୍କ ନିକଟକୁ ଆଣିବ, ତାହାର ପାପ କ୍ଷମା କରାଯିବ । ପାପ ବିଷୟରେ ଏପରି କୁହାଯାଇଛି ଯେପରି ସେଗୁଡିକ ବସ୍ତୁ ଥିଲେ ଯାହାକୁ ଈଶ୍ବର ଆବରଣ କରି ଦିଅନ୍ତି ଓ ସେ ସେମାନଙ୍କୁ ଦେଖି ପାରନ୍ତି ନାହି, ଯାହା ଫଳରେ ସେ ସେମାନଙ୍କୁ କ୍ଷମା କରିବେ । (ଦେଖ: [[rc://*/ta/man/translate/figs-metaphor]])