or_tn/jas/05/20.md

2.3 KiB
Raw Permalink Blame History

whoever turns a sinner from his wandering way ... will cover over a great number of sins

ଯାକୁବଙ୍କ ଅର୍ଥ ଏହା ଯେ ଈଶ୍ବର ଏହି ବ୍ୟକ୍ତିଙ୍କ କାର୍ଯ୍ୟକୁ ପାପିମାନଙ୍କୁ ଅନୁତାପ କରିବା ନିମନ୍ତେ ପ୍ରରୋଚିତ କରିବା ନିମନ୍ତେ ବ୍ୟବହାର କରନ୍ତି । କିନ୍ତୁ ଯାକୁବ କହନ୍ତି ଯେପରିକି ଏହି ଅନ୍ୟ ବ୍ୟକ୍ତି ଜଣକ ପ୍ରକୃତରେ ପାପିର ପ୍ରାଣକୁ ମୃତ୍ୟୁରୂ ରକ୍ଷା କରିଛି । (ଦେଖ: rc://*/ta/man/translate/figs-metonymy)

will save him from death, and will cover over a great number of sins

ଏଠାରେ “ମୃତ୍ୟୁ” ”ଆତ୍ମିକ ମୃତ୍ୟୁ”, ଯାହା ଈଶ୍ବରଙ୍କଠାରୁ ଅନନ୍ତକାଳ ନିମନ୍ତେ ପୃଥକ ହେବା ବିଷୟକୁ ବୁଝାଏ । ଅନ୍ୟ ଏକ ଅନୁବାଦରେ: “ତାହାକୁ ଆତ୍ମିକ ମୃତ୍ୟୁରୂ ରକ୍ଷା କରିବା, ଏବଂ ଈଶ୍ବର ପାପିକୁ ତାହାର ସମସ୍ତ ପାପରୁ କ୍ଷମା କରିବେ” (ଦେଖ: rc://*/ta/man/translate/figs-synecdoche)

will cover over a great number of sins

ସମ୍ଭବିତ ଅର୍ଥଗୁଡିକ ୧) ଅବଜ୍ଞାକାରୀ ଭାଇକୁ ଫେରାଇ ଆଣିବା ବ୍ୟକ୍ତି ତାହାର ପାପକୁ କ୍ଷମା କରିବ ଓ ) ଅବଜ୍ଞାକାରୀ ଭାଇକୁ, ଯେତେବେଳେ ସେ ପ୍ରଭୁଙ୍କ ନିକଟକୁ ଆଣିବ, ତାହାର ପାପ କ୍ଷମା କରାଯିବ । ପାପ ବିଷୟରେ ଏପରି କୁହାଯାଇଛି ଯେପରି ସେଗୁଡିକ ବସ୍ତୁ ଥିଲେ ଯାହାକୁ ଈଶ୍ବର ଆବରଣ କରି ଦିଅନ୍ତି ଓ ସେ ସେମାନଙ୍କୁ ଦେଖି ପାରନ୍ତି ନାହି, ଯାହା ଫଳରେ ସେ ସେମାନଙ୍କୁ କ୍ଷମା କରିବେ । (ଦେଖ: rc://*/ta/man/translate/figs-metaphor)