or_tn/jas/05/18.md

12 lines
685 B
Markdown

# The heavens gave rain
ସ୍ବର୍ଗ ସମ୍ଭବତଃ ଆକାଶକୁ ବୁଝାଏ, ଯାହା ବର୍ଷାର ସ୍ରୋତ ଭାବେ ଉପସ୍ଥାପନା କରାଯାଇଛି । ଅନ୍ୟ ଏକ ଅନୁବାଦରେ: “ବର୍ଷା ଅକାଶରୁ ହୋଇଥିଲା”
# the earth produced its fruit
ଏଠାରେ ପୃଥିବୀକୁ ଶସ୍ୟର ସ୍ରୋତ ଭାବରେ ଉପସ୍ଥାପନା କରାଯାଇଛି ।
# fruit
ଏଠାରେ “ଫଳ” କୃଷକମାନଙ୍କ ସମସ୍ତ ଫସଲକୁ ବୁଝାଏ । (ଦେଖ: [[rc://*/ta/man/translate/figs-metonymy]])