# The heavens gave rain ସ୍ବର୍ଗ ସମ୍ଭବତଃ ଆକାଶକୁ ବୁଝାଏ, ଯାହା ବର୍ଷାର ସ୍ରୋତ ଭାବେ ଉପସ୍ଥାପନା କରାଯାଇଛି । ଅନ୍ୟ ଏକ ଅନୁବାଦରେ: “ବର୍ଷା ଅକାଶରୁ ହୋଇଥିଲା” # the earth produced its fruit ଏଠାରେ ପୃଥିବୀକୁ ଶସ୍ୟର ସ୍ରୋତ ଭାବରେ ଉପସ୍ଥାପନା କରାଯାଇଛି । # fruit ଏଠାରେ “ଫଳ” କୃଷକମାନଙ୍କ ସମସ୍ତ ଫସଲକୁ ବୁଝାଏ । (ଦେଖ: [[rc://*/ta/man/translate/figs-metonymy]])