or_tn/jas/05/09.md

1.5 KiB

Do not complain, brothers ... you

ଯାକୁବ ସମସ୍ତ ଛିନ୍ନଭିନ୍ନ ହୋଇଥିବା ବିଶ୍ବାସୀମାନଙ୍କ ନିକଟକୁ ଲେଖୁଛନ୍ତି ।

against one another

ପରସ୍ପର ବିଷୟରେ

you will be not judged

ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟ ତୁମମାନଙ୍କୁ ବିଚାର କରିବେ ନାହିଁ” (ଦେଖ: rc://*/ta/man/translate/figs-activepassive)

See, the judge

ଧ୍ୟାନ ଦିଅ, କାରଣ ମୁଁ ଯାହା କହିବାକୁ ଯାଉଛି ଉଭୟ ତାହା ସତ୍ୟ ଏବଂ ଗୁରୁତ୍ବପୂର୍ଣ୍ଣ ଅଟେ: ବିଚାରକର୍ତ୍ତା

the judge is standing at the door

ଯାକୁବ ଯୀଶୁଙ୍କୁ ବିଚାରକର୍ତ୍ତା ସହିତ ତୁଳନା କରନ୍ତି । ଯୀଶୁ ଜଗତର ବିଚାର କରିବା ନିମନ୍ତେ ଶୀଘ୍ର ଆଗମନ କରିବେ ଏହି ବାକ୍ୟକୁ ଜଣେ ବ୍ୟକ୍ତି ଦ୍ବାର ଦେଇ ପ୍ରବେଶ କରିବାକୁ ଯାଉଥିବା ସଦୃଶ ତୁଳନା କରନ୍ତି । ଅନ୍ୟ ଏକ ଅନୁବାଦରେ: “ବିଚାରକର୍ତ୍ତା ଶୀଘ୍ର ଆସୁଛନ୍ତି” (ଦେଖ:rc://*/ta/man/translate/figs-metaphor)