# Do not complain, brothers ... you ଯାକୁବ ସମସ୍ତ ଛିନ୍ନଭିନ୍ନ ହୋଇଥିବା ବିଶ୍ବାସୀମାନଙ୍କ ନିକଟକୁ ଲେଖୁଛନ୍ତି । # against one another ପରସ୍ପର ବିଷୟରେ # you will be not judged ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟ ତୁମମାନଙ୍କୁ ବିଚାର କରିବେ ନାହିଁ” (ଦେଖ: [[rc://*/ta/man/translate/figs-activepassive]]) # See, the judge ଧ୍ୟାନ ଦିଅ, କାରଣ ମୁଁ ଯାହା କହିବାକୁ ଯାଉଛି ଉଭୟ ତାହା ସତ୍ୟ ଏବଂ ଗୁରୁତ୍ବପୂର୍ଣ୍ଣ ଅଟେ: ବିଚାରକର୍ତ୍ତା # the judge is standing at the door ଯାକୁବ ଯୀଶୁଙ୍କୁ ବିଚାରକର୍ତ୍ତା ସହିତ ତୁଳନା କରନ୍ତି । ଯୀଶୁ ଜଗତର ବିଚାର କରିବା ନିମନ୍ତେ ଶୀଘ୍ର ଆଗମନ କରିବେ ଏହି ବାକ୍ୟକୁ ଜଣେ ବ୍ୟକ୍ତି ଦ୍ବାର ଦେଇ ପ୍ରବେଶ କରିବାକୁ ଯାଉଥିବା ସଦୃଶ ତୁଳନା କରନ୍ତି । ଅନ୍ୟ ଏକ ଅନୁବାଦରେ: “ବିଚାରକର୍ତ୍ତା ଶୀଘ୍ର ଆସୁଛନ୍ତି” (ଦେଖ:[[rc://*/ta/man/translate/figs-metaphor]])