or_tn/jas/05/08.md

601 B

Make your hearts strong

ଯାକୁବ ବିଶ୍ବାସୀମନଙ୍କ ହୃଦୟକୁ ସେମାନଙ୍କ ଇଚ୍ଛାରେ ସମର୍ପିତ/ସ୍ଥିର ହୋଇ ରହିବା ବିଷୟକୁ ସମତୁଳନା କରନ୍ତି । ଅନ୍ୟ ଏକ ଅନୁବାଦରେ: “ସମର୍ପିତ/ସ୍ଥିର ରୁହ” ଓ “ତୁମର ବିଶ୍ବାସକୁ ଦୃଢ କରି ରଖ” (ଦେଖ: rc://*/ta/man/translate/figs-metonymy)

the Lord's coming is near

ପ୍ରଭୁ ଶୀଘ୍ର ଆଗମନ କରିବେ