# Make your hearts strong ଯାକୁବ ବିଶ୍ବାସୀମନଙ୍କ ହୃଦୟକୁ ସେମାନଙ୍କ ଇଚ୍ଛାରେ ସମର୍ପିତ/ସ୍ଥିର ହୋଇ ରହିବା ବିଷୟକୁ ସମତୁଳନା କରନ୍ତି । ଅନ୍ୟ ଏକ ଅନୁବାଦରେ: “ସମର୍ପିତ/ସ୍ଥିର ରୁହ” ଓ “ତୁମର ବିଶ୍ବାସକୁ ଦୃଢ କରି ରଖ” (ଦେଖ: [[rc://*/ta/man/translate/figs-metonymy]]) # the Lord's coming is near ପ୍ରଭୁ ଶୀଘ୍ର ଆଗମନ କରିବେ