or_tn/jas/05/02.md

964 B

Your riches have rotted, and your clothes have become moth-eaten.

ଜାଗତିକ ଧନ ସ୍ଥାୟୀ ନୁହେ ଅବା ସେମାନଙ୍କର କୌଣସି ଅନନ୍ତକାଳୀନ ମୁଲ୍ୟ ନାହି । ଯାକୁବ ଏହି ଘଟଣାଗୁଡିକ ବିଷୟରେ ଏପରି କହନ୍ତି ଯେପରି ସେଗୁଡିକ ଘଟି ସାରିଛି । ଅନ୍ୟ ଏକ ଅନୁବାଦରେ: “ତୁମମାନଙ୍କର ଧନ କ୍ଷୟ ପାଇବ, ଏବଂ ତୁମମାନଙ୍କ ବସ୍ତ୍ର ସବୁ କୀଟଗୁଡିକ ଖାଇଯିବେ ।” (ଦେଖ: rc://*/ta/man/translate/figs-pastforfuture)

riches ... clothes

ଏହି ବିଷୟଗୁଡିକ ଉଦାହରଣ ସ୍ବରୂପେ ଉଲ୍ଲେଖ କରାଯାଇଛି ଯାହା ଧନୀମାନଙ୍କ ନିମନ୍ତେ ମୁଲ୍ୟବାନ ଅଟେ ।