or_tn/jas/05/02.md

8 lines
964 B
Markdown
Raw Permalink Normal View History

2020-11-19 00:15:53 +00:00
# Your riches have rotted, and your clothes have become moth-eaten.
ଜାଗତିକ ଧନ ସ୍ଥାୟୀ ନୁହେ ଅବା ସେମାନଙ୍କର କୌଣସି ଅନନ୍ତକାଳୀନ ମୁଲ୍ୟ ନାହି । ଯାକୁବ ଏହି ଘଟଣାଗୁଡିକ ବିଷୟରେ ଏପରି କହନ୍ତି ଯେପରି ସେଗୁଡିକ ଘଟି ସାରିଛି । ଅନ୍ୟ ଏକ ଅନୁବାଦରେ: “ତୁମମାନଙ୍କର ଧନ କ୍ଷୟ ପାଇବ, ଏବଂ ତୁମମାନଙ୍କ ବସ୍ତ୍ର ସବୁ କୀଟଗୁଡିକ ଖାଇଯିବେ ।” (ଦେଖ: [[rc://*/ta/man/translate/figs-pastforfuture]])
# riches ... clothes
ଏହି ବିଷୟଗୁଡିକ ଉଦାହରଣ ସ୍ବରୂପେ ଉଲ୍ଲେଖ କରାଯାଇଛି ଯାହା ଧନୀମାନଙ୍କ ନିମନ୍ତେ ମୁଲ୍ୟବାନ ଅଟେ ।